ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା : ବିଏମ୍‌ସି ନେଉଛି ଭଡ଼ା, ୩ ମାସରେ ୮ ଲକ୍ଷ ଆଦାୟ

ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା କାହିଁକି? ଭୁବନେଶ୍ବର : ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା କଲେ ବିଏମ୍‌ସି ଭଡ଼ା ଆାଦୟ କରିବ। ଟ୍ରାକ୍ଟର ଟ୍ରିପ୍‌ ପାଇଁ ମାସିକ ଦେଢ଼ ହଜାର ଟଙ୍କା ଓ ଟିପର୍‌ ପାଇଁ ୪ହଜାର ୫ଶହ ଟଙ୍କା ମାସିକ ଭଡ଼ା ଧାର୍ଯ୍ୟ ହୋଇଛି। ତା’ ସହ ୫ ହଜାର ଟଙ୍କା ପ୍ରଶାସନିକ ଦେୟ ରହିଛି। ଏଭଳି ୬ ହଜାର ୫ ଶହ କିମ୍ବା ୯ ହଜାର ୫ଶହ ଟଙ୍କା … Continue reading ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା : ବିଏମ୍‌ସି ନେଉଛି ଭଡ଼ା, ୩ ମାସରେ ୮ ଲକ୍ଷ ଆଦାୟ